ରୁଟି ଉପାଖ୍ୟାନ
ଶୁଭ ଅପରାର୍ହ୍ନ l
ଆଜି ଗୋଟେ ଛୋଟ ସମସ୍ୟା ବିଷୟରେ ଆପଣମାନଂକୁ ପଚାରିବି | ଟିକେ ସଂକୋଚ ଲାଗୁଚି, କାରଣ ଆପଣଙ୍କ ପରିବାର ରେ ସେ ସମସ୍ୟା ହେଉଥିବା କି ନାଇଁ | ତଥାପି ଆରମ୍ଭ କରିଲି ଯେତେବେଳେ ପଚାରି ଦେଉଛି, ଆପଣମାନଙ୍କ ଭିତରୁ କାହାର ରୁଟି ସମସ୍ୟା ହୁଏ କି ? ମାନେ କେତେଟା ରୁଟି କରିବାକୁ ଥିଲେ ବିଲକୁଲ ଚିନ୍ତା ନଥାଏ ଆଉ କେତେଟାରେ tension ଷ୍ଟାର୍ଟ ହୁଏ ? ମୋର ଏମିତିରେ ଚିନ୍ତା ନଥାଏ କିନ୍ତୁ ଶାଶୂଘର ମୋର ଯୌଥ ପରିବାର | ଛୁଟି ରେ ସମସ୍ତେ ଏକାଠି ଯାଇ ପହଁଚିଲେ ରୁଟି ସଂଖ୍ୟା ୫୦/୬୦ ରେ ପହଞ୍ଚେ | ସେଥିପାଇଁ ବହୁତ ଗୁଡ଼େ ରୋଟି maker ବା ରୁଟି machine ମୁଁ try କରିଛି, କିଛି କାମ କରେନି ସେଠି | କୋଉଟା ଆଜି ଖରାପ ହେଇଗଲା ,କୋଉଟା ଗୋଟେ ସପ୍ତାହ ପରେ , କୋଟ ରେ ରୁଟି ଟାଣ ହେଇଗଲା କୋଉଥିରେ ଚେମେଟା ଯେ କେହି ଖାଇଲେନି | ଆପଣ ମାନଂକର ସେ ସମସ୍ୟା ହୁଏ କି କେବେ, କେତେଟା ରୁଟି ରେ ହୁଏ କୁହନ୍ତୁ ମତେ |
ଶାଶୁ ଘରେ ପ୍ରଥମଥର ଏଇ ରୁଟି ପାଇଁ ହଟହଟା ହେବାର ଅନୁଭୂତି ସହିତ ନୂଆ ଆସିଥିବା Rotimatic robot ର review ଅଛି ଏହି ଭିଡ଼ିଓ ଟିରେ | ସମୟ ଥିଲେ ଦେଖିବେ ଆଉ କହିବେ ବହୁତ ରୁଟି କରିବାକୁ କୋଉ trick ସବୁ try କରିଛନ୍ତି over the years | ଉତ୍ତର ଆପେକ୍ଷାରେ ରହିଲି |
Please see youtube link here.
ସ୍ଵାଗତିକା ଦିଦି ଆପଣଙ୍କୁ ମୋର ହୃଦୟ ରୁ ସ୍ନେହଭରା ନମସ୍କାର, ଜୟ ଜଗନ୍ନାଥ. ଆପଣଙ୍କ ଏହି ଭ୍ଲଗ୍ ଗୁଡିକ ଦେଖିଲେ ଏମିତି ଲାଗୁଛି ଯେମିତି କି ମୁ ପ୍ରକୃତରେ କେତେ ଭାଗ୍ୟବାନ ଯେ ମୁ ଏମିତି ଗୋଟେ ବ୍ୟକ୍ତି ଙ୍କୁ ଦେଖିବାକୁ ସୁଯୋଗ ପାଇଲି. ଆପଣ ନିଜ ବ୍ୟକ୍ତିଗତ ଜିବନର ସବୁଜଞ୍ଜାଳ କୁ ଘୋଡେଇ ଦେଇ ନିଜକୁ ଏତେ ମେନ୍ଟେଇନ୍ କରି ଏହି ଭ୍ଲଗ୍ ଗୁଡିକ କରି ଆମ ମାନଙ୍କୁ ବହୁତ ଖୁସି ଦେଉଛନ୍ତି .ମତେ ଏହି ଗୋଟିଏ କଥା ବହୁତ ଭଲ ଲାଗେ ଯେ ଆପଣ ଯେତେ ବେଳେ ବି ଗୋଟିଏ ସଜଫୁଟା ଗୋଲାପ ଭଳି ଦିଶୁଥାଆନ୍ତି, ଆପଣ ସେତିକି ନିଜକୁ ଓ ନିଜ ପରିବାରକୁ ଏମିତି ପରିଚାଳିତ କରି ରଖିଛନ୍ତି, ଯେମିତି ଗୋଟାଏ ମାଳି ନିଜ ବଗିଚାର ଯତ୍ନ ନେଇଥାଏ.
ReplyDeleteମନରେ ବହୁତ୍ କିଛି ଅଛି କହିବାକୁ କିନ୍ତୁ ଶବ୍ଦ ପାଇପାରୁ ନାହିଁ.
Actually I like your vlogs, making ,editing,photo composition as it is situation, introduction, climax. Thanks camera supporter nice shoot . I think your husband support to you for shoot vlogs.
You cant believe how much I satisfied and also inspire from your vlogs.
Ok didi if I am make any mistake in this comment so I hope you most excuse me.
Thanks and regards
PANKAJ LOCHAN SWAIN
Madam mu apanakra sabu vidoe dekhe. Aou bahla bi lage.. Mu diploma Electrical engineering karichhi.. Mora gaote bhaout bada dream madam mu America re Job kariba ku.. Hele chance miluni.. Mam hele karantu mam
ReplyDeleteMadam apananka Ra last video ti dekhi nija Ku bahut dukha lagila.
ReplyDeleteMu apananka Ra praya sabu vidio dekhichi. Bahut khusi lage. Apannka Katha re gote apanara vali lage.
Please apana blog band karantu nahi.
Thanks
Mk Swain